ଆଳି ବ୍ଳକ ଅନ୍ତର୍ଗତ ଦେସାହି ପଞ୍ଚାୟତର ପରମାନ୍ଦପୁର ଠାରେ ଥିବା ଜୟ ଗୋପାଳ ଭାଗବତ ପାରାୟଣ କମିଟିର ପ୍ରଥମ ଦିବସରେ ଆଜି କବିତା ପାଠୋତ୍ସବ ରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ।ଏଥିରେ ସ୍ବେଛାସେବୀ ଅନୁଷ୍ଠାନ ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ ମଧ୍ୟ ଯୋଗଦେଇ ଥିଲେ
No WhatsApp Number Found!
WhatsApp us
