ଜଗତପୁର ଓ ସଦର ଥାନା ର ବହୁତ ଗ୍ରାମରେ ଚଢ଼ାଉ କରିଥିଲେ, ଉକ୍ତ ଚଢ଼ା ଉ ସମୟରେ ଦୁଇଜଣ ରାକେଶ ମହାପାତ୍ର ଓ ବବିନା ସାହୁ ନାମକ ଦୁଇଜଣ ବ୍ୟକ୍ତି ନୂଆ ଟାଟା CURVV ଚାରିଚକିଆ ଗାଡ଼ିରେ 70kg ଗଂଜେଇ ରଖି ଚାଲାଣ କରୁଥିବା ସମୟରେ ସେମାନଂକୁ ଅଟକାଇ ଗିରଫ କରାଗଲା ଓ ଅନ୍ୟ ଅନ୍ୟ ଦୁଇଜଣକୁ କୋର୍ଟ ଚାଲାଣ କରାଗଲା ଓ ଅନ୍ୟ ଏକ କେସ ରେ 10kg ଗଂଜେଇ ଚାଲାଣ କରୁଥିବା. ବେଳେ ଅବକାରୀ ମୋବାଇଲ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ, ଏସଂକ୍ରାନ୍ତରେ 2ଗୋଟି ଅଲଗା ମାମଲା ରୁଜୁ କରାଯାଇ ଉକ୍ତ 3ଜଣ ଙ୍କୁ ଗିରଫ କରାଯାଇଅଛି. ଉକ୍ତ ଚଢ଼ାଉ ସମୟରେ ଆଇ ଆଇ ସି ଭକ୍ତବତ୍ସଳ ବର୍ମା, ଡିସ୍ଟିକ ମୋବାଇଲ ଇୟୁନିଟ ଅକ୍ଷୟ କୁମାର ଜେନା, SI ଜୟ ପ୍ରକାଶ ବେହୁରିଆ, ASI ଅଜୟ କୁମାର ଜେନା ଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଦେବ ବ୍ରତ, ଶଙ୍କର ସିଙ୍ଗ, ପୂର୍ଣଚନ୍ଦ୍ର ସାହୁ,ମୋନାଲିସା କର ପ୍ରମୁଖ ଉପସ୍ଥିତ ରହିଥିଲେ. ଜବତ ଗାଡ଼ିଓ ଗଂଜେଇ ର ଆନୁମାନିକ. ମୂଲ୍ୟ Rs 18,80,000 କଟକ ମୋବାଇଲ ଇୟୁନିଟ ଏଭଳି ଚଢ଼ାଉ ଜାରି ରହୁ ଥିବାରୁ ବିଗତ ଦିନରେ ବହୁ ବଡ଼ ବଡ଼ ଅପରାଧୀ ଗିରଫ ହୋଇ କୋଟ ଚାଲାଣ ହୋଇସାରିଲେଣି,ଅବକାରୀ ବିଭଗ ର ଚଢ଼ାଉ କାର୍ଯ୍ୟ କୁ ସବୁ ମହଲରେ ପ୍ରଶଂସା କରାଯାଉ ଅଛି.
